ପ୍ରାର୍ଥନା କୋଣ

"କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ଵାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ଵରଙ୍କ ନିକଟରେ ଜଣାଅ ।"

ଆପଣ ଚାହାଁନ୍ତି କି ଆମେ ଆପଣଙ୍କ ପାଇଁ ପ୍ରାର୍ଥନା କରିବା? ଦୟାକରି ନିମ୍ନରେ ଆପଣଙ୍କର ପ୍ରାର୍ଥନା ଅନୁରୋଧ ଦାଖଲ କରନ୍ତୁ । ଆପଣଙ୍କର ବିବରଣୀଗୁଡିକ ଗୋପନୀୟ ରଖାଯିବ ।